Posts
Showing posts from July, 2017
2 students drown in Bansadhara river in Gunupur of Rayagada Dist
- Get link
- X
- Other Apps
Four persons sunk in Jhanjabayi river near Majhighariani Temple in Rayagada. Odisha on 23/05/17.
- Get link
- X
- Other Apps
ମା’ଙ୍କ ଦର୍ଶନ ପୂର୍ବରୁ ମହାଯାତ୍ରା, ଝଞ୍ଜାବତୀ ନଦୀରେ ବୁଡିଗଲେ ୪ ଶ୍ରଦ୍ଧାଳୁ ରାୟଗଡ଼ା: ମା’ଙ୍କୁ ଦର୍ଶନ କରିବାକୁ ଚାଲିଆସିଥିଲେ ଆନ୍ଧ୍ରପ୍ରଦେଶରୁ। କିନ୍ତୁ ମା’ଙ୍କୁ ଦର୍ଶନ କରିବା ପୂର୍ବରୁ ଆଖି ବୁଜିଦେଲେ। ଗାଧୋଇବା ବେଳେ ନଦୀରେ ବୁଡ଼ିଗଲେ ୪ ଜଣ। ସେମାନଙ୍କ ମଧ୍ୟରୁ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ଆଜି ଆନ୍ଧ୍ରପ୍ରଦେଶର ୪ ଜଣ ରାୟଗଡ଼ା ଜିଲ୍ଲାର ମା’ ମଝିଘରିଆଣୀଙ୍କୁ ଦର୍ଶନ କରିବାକୁ ଆସିଥିଲେ। ମା’ଙ୍କୁ ଦର୍ଶନ କରିବା ପୂର୍ବରୁ ଝଞ୍ଜାବତୀ ନଦୀର ମଝିଘରିଆଣୀ ଘାଟରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ। ଖବର ପାଇଁ ରାୟଗଡ଼ା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲେ |
ଗୁଣପୁର ଉଚ୍ଚ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ରିୟାଲିଟି ଚେକ୍ । Education system reality check of #GovtHighSchool #Gunupur.
- Get link
- X
- Other Apps
ଗୁଣପୁର ଉଚ୍ଚ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ରିୟାଲିଟି ଚେକ୍ । Education system reality check of #GovtHighSchool #Gunupur . Like Our Facebook Page We here appeal to all Gunupurians to stand of for strengthen our education system. please took admission of your children in Govt institutions. #Odia #EducationSystem #School #Odisha #Rayagada #Gunupur
Some Beautiful Picture of Lord Shri Ayappa, from Ayappa Temple, Gunupur
- Get link
- X
- Other Apps